or_tq/act/06/02.md

12 lines
959 B
Markdown

# ଖାଦ୍ୟ ବିତରଣ କାର୍ଯ୍ୟ କରିବାକୁ ସାତ ଜଣକୁ କିଏ ନିଯୁକ୍ତ କଲେ?
ଶିଷ୍ୟମାନେ(ବିଶ୍ଵାସୀମାନେ)ଏହି ସାତଜଣଙ୍କୁ ନିଯୁକ୍ତ କଲେ[୬:୩;୬]।
# ସାତଜଣଙ୍କ ମଧ୍ୟରୁ ଜଣକୁ ମନୋନୀତ ହେବା ନିମନ୍ତେ କେଉଁ ଯୋଗ୍ୟତା ଆବଶ୍ୟକତା ଥିଲା?
ସାତ ଜଣ ସୁଖ୍ୟାତିସମ୍ପନ୍ନ, ଆତ୍ମଓ ଜ୍ଞାନରେ ପରିପୂର୍ଣ୍ଣ ହେବାର ଆବଶ୍ୟକତା ଥିଲା[୬:୩]।
# ପ୍ରେରିତମାନେ କେଉଁଥିରେ ଲାଗି ରହିଥିଲେ?
ପ୍ରେରିତମାନେ ପ୍ରାର୍ଥନା ଓ ବାକ୍ୟର ସେବା କାର୍ଯ୍ୟରେ ଲାଗି ରହିଥିଲେ[୬:୪]।