8 lines
1.0 KiB
Markdown
8 lines
1.0 KiB
Markdown
# ଯେତେବେଳେ ସେମାନଙ୍କୁ ଯୀଶୁଙ୍କ ନାମରେ ଶିକ୍ଷା ଦେବାକୁ ନିଷେଧ କରାଯାଇଥିଲା ଓ ସେମାନେ କାହିଁକି ଶିକ୍ଷା ଦେଉଅଛନ୍ତି ଏ ବିଷୟରେ ଯେତେବେଳେ ପ୍ରଶ୍ନ କରାଗଲା ପ୍ରେରିତମାନେ କ'ଣ କହିଲେ?
|
|
|
|
ପ୍ରେରିତମାନେ କହିଲେ''ମନୁଷ୍ୟ ମାନଙ୍କ ଆଜ୍ଞା ଅପେକ୍ଷା ବରଂ ଈଶ୍ଵରଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ''[୫:୨୯]।
|
|
|
|
# ଯୀଶୁଙ୍କୁ ବଧ କରିବାରେ ଦାୟୀ କିଏ ଥିଲେ ବୋଲି ପ୍ରେରିତମାନେ କହିଲେ?
|
|
|
|
ଯୀଶୁଙ୍କୁ ବଧ କରିବାରେ ମହାଯାଜକ ଓ ମହାସଭାର ସଦସ୍ୟମାନେ ଦାୟୀ ଥିଲେ ବୋଲି ପ୍ରେରିତମାନେ କହିଲେ[୫:୩୦]।
|