or_tq/act/03/21.md

968 B
Raw Permalink Blame History

କେଉଁ ସମୟ ପର୍ଯ୍ୟନ୍ତ ସ୍ଵର୍ଗ ଯୀଶୁଙ୍କୁ ଗ୍ରହଣ କରିବ ବୋଲି ପିତର କହିଲେ?

ପିତର କହିଲେ ସମସ୍ତ ବିଷୟରେ ପୁନଃସ୍ଥାପନ ପର୍ଯ୍ୟନ୍ତ ଯୀଶୁ ସ୍ଵର୍ଗର ଗୃହିତ ହେବେ[୩:୨୧]।

ମୋଶା ଯୀଶୁଙ୍କ ବିଷୟରେ କ'ଣ କହିଲେ?

ମୋଶା କହିଲେ, ଭାବବାଦୀଙ୍କୁ ଉତ୍ପନ୍ନ ଯାହାଙ୍କ କଥା ଲୋକମାନେ ଶୁଣିବେ[୩:]।

ଯିଏ ଯୀଶୁଙ୍କ କଥା ଶୁଣେ ନାହିଁ, ସେ ପ୍ରତ୍ୟେକଙ୍କୁ କ'ଣ ଘଟିବ?

ଯେଉଁ ବ୍ୟକ୍ତି ଯୀଶୁଙ୍କୁ ଶୁଣେ ନାହିଁ, ସେ ସମ୍ପୂର୍ଣ୍ଣ ଭାବରେ ଉଚ୍ଛିନ୍ନ ହେବ[୩:୨୩]।