or_tq/act/02/40.md

589 B
Raw Permalink Blame History

ସେହିଦିନ କେତେ ଜଣ ବାପ୍ତିଜିତ ହେଲେ?

ପ୍ରାୟ ତିନି ସହସ୍ର ଲୋକ ବାପ୍ତିଜିତ ହେଲେ[:୪୧]।

ବାପ୍ତିଜିତ ଲୋକମାନେ କ'ଣ କରିବାକୁ ଲାଗିଲେ?

ପ୍ରେରିତମାଙ୍କର ଶିକ୍ଷାରେ, ସହଭାଗିତାରେ, ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ସେମାନେ ନିବିଷ୍ଟ ହୋଇ ରହିଲେ[:୪୪-୪୫]।