or_tq/act/02/05.md

686 B
Raw Permalink Blame History

ଏହି ସମୟରେ ଯିରୂଶାଲମରେ ସେଠାରେ କେଉଁଠାରୁ ଭକ୍ତ ଯିହୁଦୀମାନେ ଆସିଥିଲେ ?

ସ୍ଵର୍ଗର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଭକ୍ତ ଯିହୁଦୀମାନେ ସେଠାରେ ଥିଲେ [:୫]।

ଯେତେବେଳେ ସେମାନେ କଥା କହିବା ଶୁଣିଲେ ବହୁ ଜନତା କାହିଁକି ହତବୁଦ୍ଧି ହେଲେ?

ଯେହେତୁ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହିବା ଶୁଣିଲେ[:୬]।