or_tq/act/01/21.md

553 B
Raw Permalink Blame History

ଯିହୁଦାର ନେତୃତ୍ୱ ସ୍ଥାନ ଯେଉଁ ପୁରୁଷ ନେବେ ତାହା ନିମନ୍ତେ କ'ଣ ଆବଶ୍ୟକତା ଥିଲା?

ଯୋହନ ବାପ୍ତିସ୍ମ ଦେବା ସମୟ ଠାରୁ ସେ ପୁରୁଷ ପ୍ରେରିତମାନଙ୍କ ସହ ସାଥିରେ ଥିବା ଆବଶ୍ୟକ ପୁଣି ଯୀଶୁଙ୍କଠାରେ ପୁନରୁତ୍‌ଥାନ ସାକ୍ଷୀ ହେବା ଆବଶ୍ୟକ ଥିଲା[୧:୨୧-]।