or_tq/act/01/06.md

8 lines
750 B
Markdown

# ଯେତେବେଳେ ପ୍ରେରିତମାନେ ରାଜ୍ୟର ପୁନଃସ୍ଥାପନ ସମୟକୁ ଜାଣିବାକୁ ଇଚ୍ଛା କଲେ, କିପରି ଯୀଶୁ ସେମାନଙ୍କୁ ଉତ୍ତର ଦେଲେ ?
ଯୀଶୁ ସେମାନଙ୍କୁ କହିଲେ ଯେ ଏହି ସମୟ ସେମାନେ ଜାଣିବା ଉଚିତ ନୁହେଁ [୧:୭]।
# ପବିତ୍ର ଆତ୍ମାଙ୍କ ଠାରୁ ପ୍ରେରିତ ମାନେ କ'ଣ ଗ୍ରହଣ କରିବେ ବୋଲି ଯୀଶୁ କହିଲେ?
ପ୍ରେରିତମାନେ ଶକ୍ତି ଗ୍ରହଣ କରିବେ ବୋଲି ଯୀଶୁ କହିଲେ [୧:୮]।