or_tq/2ti/02/11.md

798 B
Raw Permalink Blame History

ଯେଉଁମାନେ ଧୈର୍ଯ୍ୟ ଧରନ୍ତି, ସେମାନଙ୍କ ପ୍ରତି ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କ'ଣ ଅଟେ ?

ଯେଉଁମାନେ ଧୈର୍ଯ୍ୟ ଧରନ୍ତି, ସେମାନେ ଖ୍ରୀଷ୍ଟଙ୍କ ସହ ରାଜତ୍ଵ କରିବେ [:୧୨] ।

ଯେଉଁମାନେ ତାହାଙ୍କୁ ଅସ୍ୱୀକାର କରନ୍ତି, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ସଙ୍କେତ କ'ଣ ଅଟେ ?

ଯେଉଁମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି, ଖ୍ରୀଷ୍ଟ ସେମାନଙ୍କୁ ଅସ୍ୱୀକାର କରିବେ [:୧୨] ।