or_tq/2th/03/12.md

4 lines
403 B
Markdown

# ଅଳସୁଆ ହେବା ପରିବର୍ତ୍ତେ, ପାଉଲ ଏପରି ଲୋକମାନଙ୍କୁ କ’ଣ କରିବାକୁ ଆଦେଶ ଦିଅନ୍ତି?
ପାଉଲ ଅଳସୁଆମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆଦେଶ ଦିଅନ୍ତି ।