or_tq/2co/12/14.md

10 lines
908 B
Markdown

# କାହିଁକି ପାଉଲ କରିନ୍ଥୀୟମାନଙ୍କୁ କହିଲେ ସେ ସେମାନଙ୍କ ଉପରେ ଭାର ସ୍ୱରୂପ ହେବେ ନାହିଁ ?
ପାଉଲ ସେମାନଙ୍କୁ କହିଲେ ଏହା ସେମାନଙ୍କୁ ଦେଖାଇଲେ ଯେ କ'ଣ ସେମାନଙ୍କର ଯାହା ସେ ଚାହିଁଲେ ନାହିଁ | ସେ ସେମାନଙ୍କୁ ଖୋଜିଲେ| [୧୨:୧୪]
# ପାଉଲ ସେ କରିନ୍ଥୀୟ ସାଧୁମାନଙ୍କ ନିମନ୍ତେ ମହାନନ୍ଦରେ କ'ଣ କରିବେ କହିଲେ ?
ପାଉଲ କହିଲେ ସେ ମହାନନ୍ଦରେ ବ୍ୟୟ କରିବି ଏବଂ ସେମାନଙ୍କର ଆତ୍ମା ନିମନ୍ତେ ସୁଦ୍ଧା ବ୍ୟୟ କରିବି | [୧୨:୧୫]