or_tq/2co/10/09.md

5 lines
541 B
Markdown

# ପାଉଲ ଓ ତାଙ୍କ ପତ୍ରଗୁଡିକ ବିଷୟରେ କିଛି ଲୋକ କ'ଣ କହିଲେ ?
କିଛି ଲୋକ କହୁଥିଲେ ପାଉଲଙ୍କ ପତ୍ରଗୁଡିକ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାଙ୍କର ବାକ୍ୟ ଶୁଣିବା ନିମନ୍ତେ ତୁଚ୍ଛନୀୟ ଥିଲା |[୧୦:୧୦]