or_tq/2co/08/18.md

908 B
Raw Permalink Blame History

କୌଣସି ଲୋକ ସେମାନଙ୍କର ସେବା ସ୍ଵରୂପ ପ୍ରଚୁର ଦାନ ସଂଗ୍ରହ କରିବା ସମ୍ଵନ୍ଧରେ କେହି ଯେପରି ଦୋଷୀ ନ କରେ ପାଉଲ ଓ ଅନ୍ୟ ସାଧୁମାନେ ଯଥା ସାଧିତ କ'ଣ ଏଡେଇଲେ ?

ପାଉଲ ଓ ଅନ୍ୟ ସାଧୁମାନେ କେବଳ ତୀତସଙ୍କୁ ନୁହଁ ଅନ୍ୟ ଭାଇ ଯିଏକି ସୁସମାଚାର ପ୍ରଚାର ସମ୍ଵନ୍ଧରେ ତାଙ୍କ ପ୍ରଶଂସା ସମୁଦାୟ ମଣ୍ଡଳୀରେ ପଠାଗଲେ |ଏହି ଭାଇ ଏବଂ ଅନ୍ୟ ପ୍ରମାଣିତ ଭାଇ ମଧ୍ୟ ଦାନ ପ୍ରଦାନରେ ସାହାଯ୍ୟ କଲେ (ଏହି ଅନୁଗ୍ରହର କାର୍ଯ୍ୟ)| [୮:୧୮-]