or_tq/2co/07/02.md

1.2 KiB
Raw Permalink Blame History

କାହିଁକି କରିନ୍ଥୀୟ ସାଧୁମାନଙ୍କୁ ନିଜ ପାଇଁ ଏବଂ ତାଙ୍କ ସଙ୍ଗୀମାନଙ୍କ ପାଇଁ କରିବା ନିମନ୍ତେ କହିଲେ ?

ପାଉଲ ସେମାନଙ୍କୁ ଚାହିଁଲେ, "ଆମ୍ଭମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କର!" [୭:]

କରିନ୍ଥୀୟ ସାଧୁମାନଙ୍କୁ କେଉଁ ଉତ୍ସାହଜନକ ବାକ୍ୟଗୁଡିକ ପ୍ରଦାନ କରିଅଛନ୍ତି ?

ପାଉଲ କରିନ୍ଥୀୟ ସାଧୁମାନଙ୍କୁ କହିଲେ ସେମାନେ ତାଙ୍କର ଏବଂ ତାଙ୍କ ସଙ୍ଗୀମାନଙ୍କ ହୃଦୟରେ ସ୍ଥାନ ପାଇଅଛନ୍ତି ଯେ, ମଲେ ଏକତ୍ର ମରିବା ପୁଣି ବଞ୍ଚିଲେ ଏକତ୍ର ବଞ୍ଚିବା | ପାଉଲ ପୁଣି ସେମାନଙ୍କୁ କହିଲେ ସେ ସେମାନଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ ଏବଂ ଦର୍ପର ବିଷୟ ଥିଲା | [୭:୩-୪]