or_tq/2co/06/01.md

1.1 KiB
Raw Permalink Blame History

ପାଉଲ ଏବଂ ତାଙ୍କ ସଙ୍ଗୀମାନେ କରିନ୍ଥୀୟମାନଙ୍କୁ କ'ଣ ନ କରିବାକୁ ଅନୁରୋଧ କଲେ ?

ସେମାନେ କରିନ୍ଥୀୟମାନଙ୍କୁ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ବୃଥା ନ ହେବା ନିମନ୍ତେ ଅନୁରୋଧ କଲେ | [୬:୧]

କେତେବେଳେ ଅନୁଗ୍ରହର ଦିନ ଆସିବ ? କେତେବେଳେ ପରିତ୍ରାଣର ଦିନ ଆସିବ?

ଏବେ ହିଁ ଅନୁଗ୍ରହର ଦିନ | ଏବେ ହିଁ ପରିତ୍ରାଣର ଦିନ | [୬:]

ପାଉଲ ଏବଂ ତାଙ୍କ ସଙ୍ଗୀମାନେ କାହିଁକି କାହା ଆଗରେ ବାଧାର ବିଷୟ ହେଲେ ନାହିଁ?

ସେମାନେ କାହା ଆଗରେ ବାଧାର ବିଷୟ ରଖିଲେ ନାହିଁ, କାରଣ ସେମାନଙ୍କର ସେବକପଦରେ ନିନ୍ଦିତ ନ ହେବା ନିମନ୍ତେ ଚାହିଁଲେ| [୬:୩]