or_tq/2co/04/13.md

10 lines
915 B
Markdown

# କିଏ ଉଠାଯିବେ ଏବଂ ଯିଏ ପ୍ରଭୁ ଯୀଶୁଙ୍କୁ ଉଠାଇଲେ ତାହାଙ୍କ ଛାମୁରେ ଉପସ୍ଥିତ କରାଇଲେ ?
ପାଉଲ ଏବଂ ତାଙ୍କ ସଙ୍ଗୀମାନେ ସମାନ ଭାବରେ କରିନ୍ଥୀୟ ସାଧୁମାନେ ପ୍ରଭୁ ଯୀଶୁଙ୍କୁ ଉଠାଇଥିଲେ ତାହାଙ୍କ ଛାମୁରେ ଉପସ୍ଥିତ କରାଇବେ | [୪:୧୪]
# ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇବା ଫଳରେ କ'ଣ ଘଟିବ ?
ଅନେକ ଲୋକଙ୍କଠାରେ ଅନୁଗ୍ରହ ଅତ୍ୟଧିକ ବୃଦ୍ଧି ପାଇବା, ଈଶ୍ୱରଙ୍କ ଗୌରବାର୍ଥେ ବହୁଳ ଧନ୍ୟବାଦ ବଢିବ | [୪:୧୫]