or_tq/2co/04/01.md

1.3 KiB
Raw Permalink Blame History

କାହିଁକି ପାଉଲ ଏବଂ ତାଙ୍କ ସହଯୋଗୀମାନେ ସାହସ ବିହୀନ ହୋଇପାରିଲେ ନାହିଁ ?

ସେମାନେ ସାହସ ବିହୀନ ହୋଇପାରିଲେ ନାହିଁ କାରଣ ସେମାନଙ୍କର ସେବକପଦ ଥିଲା ଏବଂ ଅନୁଗ୍ରହ ପ୍ରାପ୍ତ ଥିଲେ | [୪:୧]

କେଉଁ ରାସ୍ତାରେ ଥିଲେ ଯେ ପାଉଲ ଏବଂ ତାଙ୍କ ସହଯୋଗୀମାନେ ପରିତ୍ୟାଗ କଲେ?

ସେମାନେ ରାସ୍ତାଗୁଡିକ ଯେ ଲଜ୍ଜାଜନକ ଏବଂ ଗୁପ୍ତ ତାହା ପରିତ୍ୟାଗ କଲେ | ସେମାନେ ଧୂର୍ତ୍ତତାରେ ଆଚରଣ କରୁ ନ ଥିଲେ ଏବଂ ଈଶ୍ୱରଙ୍କ ବାକ୍ୟକୁ ଛଳରେ ବ୍ୟବହାର କରୁ ନ ଥିଲେ | [୪:]

ପାଉଲ ଏବଂ ସେମାନେ ତାଙ୍କ ପରି ପ୍ରତ୍ୟେକଙ୍କ ବିବେକ ଈଶ୍ୱରଙ୍କ ସାକ୍ଷାତରେ ସେମାନେ ସତ୍ୟ ପ୍ରକାଶ କିପରି କଲେ?

ସେମାନେ ଏହି ସତ୍ୟ ଦ୍ୱାରା ପ୍ରକାଶ କଲେ | [୪:]