or_tq/2co/03/17.md

10 lines
705 B
Markdown

# ପ୍ରଭୁଙ୍କ ଆତ୍ମା ସହିତ କ'ଣ ଉପସ୍ଥିତ ଥାଏ ?
ଯେଉଁଠାରେ ପ୍ରଭୁଙ୍କ ଆତ୍ମା ସେଠାରେ ସ୍ୱାଧିନତା | [୩:୧୭]
# ଯେଉଁ ସମସ୍ତ ଲୋକ ପ୍ରଭୁଙ୍କ ଗୌରବ ଦେଖୁଅଛନ୍ତି କେଉଁ ମୂର୍ତ୍ତିରେ ପରିବର୍ତ୍ତିତ ହେବେ ?
ସେମାନେ ଗୌରବଯୁକ୍ତ ଅବସ୍ଥାରୁ ଅଧିକ ସେହି ଗୌରବଯୁକ୍ତ ଅବସ୍ଥା ପ୍ରାପ୍ତ ହୋଇ ମୂର୍ତ୍ତିରେ ପରିବର୍ତ୍ତିତ ହେବେ |[୩:୧୮]