or_tq/2co/03/14.md

10 lines
958 B
Markdown

# ଯେକୌଣସି ସମୟରେ ମୋଶାଙ୍କ ବ୍ୟବସ୍ଥା ପାଠ କରାଯାଏ କେଉଁ ସମସ୍ୟା ଆଜି ଇସ୍ରାଏଲ ଲୋକଙ୍କର ରହିଛି ?
ସେମାନଙ୍କ ସମସ୍ୟା ସେମାନଙ୍କ ମନଗୁଡିକ ଆବରଣରେ ଆଚ୍ଛାଦିତ ଅଟେ ଏବଂ ହୃଦୟଗୁଡିକ ଆବରଣରେ ଆଚ୍ଛାଦିତ ଥାଏ | [୩:୧୫]
# କିପରି ଇସ୍ରାଏଲର ମନ ଉନ୍ମୁକ୍ତ ଏବଂ ହୃଦୟଗୁଡିକ ଆଚ୍ଛାଦିତ ଆବରଣରୁ ଅପସାରିତ ହୋଇପାରେ ?
କିନ୍ତୁ କେବଳ ଇସ୍ରାଏଲ ପ୍ରଭୁ ଖ୍ରୀଷ୍ଟଙ୍କ ନିକଟକୁ ଫେରିଲେ ସେହି ମନଗୁଡିକ ଏବଂ ଆଚ୍ଛାଦିତ ଆବରଣ ଅପସାରିତ ହୁଏ | [୩:୧୪-୧୬]