15 lines
1.1 KiB
Markdown
15 lines
1.1 KiB
Markdown
# ପାଉଲ କାହିଁକି କରିନ୍ଥୀୟ ମଣ୍ଡଳୀକୁ ପୂର୍ବ ଚିଟାଉରେ ଲେଖିଲେ ?
|
||
|
||
|
||
ସେ ଲେଖିଲେ ଏପରି ସେ କଲେ ଯେ ଯେତେବେଳେ ସେ ସେମାନଙ୍କ ନିକଟକୁ ଆସିଲେ ଯେଉଁ ଆନନ୍ଦ ସେମାନେ ପାଇବା ଉଚିତ ତାଙ୍କୁ ଦେଇଛନ୍ତି ଯେପରି ଦୁଃଖ ନ ପାଆନ୍ତୁ [୨:୩] |
|
||
|
||
# ପାଉଲ କରିନ୍ଥୀୟ ମାନଙ୍କୁ କେଉଁ ମାନସିକ ସ୍ଥିତିରେ ଲେଖିଲେ ?
|
||
|
||
|
||
ସେ ବହୁତ କ୍ଲେଶ ଏବଂ ହୃଦୟର ବେଦନାରେ ଥିଲେ | [୨:୪]
|
||
|
||
# ପାଉଲ କାହିଁକି କରିନ୍ଥୀୟ ମଣ୍ଡଳୀକୁ ଏହି ଚିଟାଉ ଲେଖିଲେ?
|
||
|
||
|
||
ସେ ସେମାନଙ୍କୁ ଲେଖିଲେ ଯେପରି ସେମାନେ ଜ୍ଞାତ ହେବେ ଯେ ତାଙ୍କର ଅଧିକ ପ୍ରଚୁର ପ୍ରେମ ସେମାନଙ୍କ ପ୍ରତି ରହିଅଛି | [୨:୪]
|