or_tq/1ti/04/14.md

4 lines
345 B
Markdown

# ତୀମଥିଙ୍କ ପାଖରେ ଥିବା ଅନୁଗ୍ରହ ଦାନ ସେ କିପରି ପାଇଲେ?
ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ଵାରା ତୀମଥିଙ୍କୁ ଅନୁଗ୍ରହ ଦାନ ଦତ୍ତ ହୋଇଥିଲା ।