or_tq/1th/05/19.md

504 B
Raw Permalink Blame History

ଭାବବାଣୀ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କ'ଣ ଶିକ୍ଷା ଦିଅନ୍ତି ?

ଭାବବାଣୀକୁ ତୁଚ୍ଛ ନ କରିବା, ଏବଂ ସମସ୍ତ ବିଷୟ ପରୀକ୍ଷା କରି, ଯାହା ଉତ୍ତମ ତାହା ଧରି ରଖିବା ନିମନ୍ତେ ପାଉଲ ବିଶ୍ଵାସୀମାନଙ୍କୁ ଶିକ୍ଷା ଦେଇଥିଲେ [୫:-୨୧]।