ଅବିଶ୍ୱାସୀ ଯିହୁଦୀମାନେ ଯିହୁଦାର ମଣ୍ଡଳୀଗୁଡ଼ିକୁ ତାଡ଼ନା କଲେ, ଯୀଶୁ ଓ ଭବିଷ୍ୟଦ୍ବକ୍ତାମାନଙ୍କୁ ହତ୍ୟା କଲେ, ପାଉଲଙ୍କୁ ବାହାର କରିଦେଲେ ଏବଂ ପାଉଲଙ୍କୁ ଅଣଯିହୂଦୀମାନଙ୍କ ସହ କଥାବାର୍ତ୍ତା କରିବାକୁ ବାରଣ କଲେ ।