or_tq/1jn/03/14.md

4 lines
458 B
Markdown

# ଆମ୍ଭେମାନେ ମୃତ୍ୟୁରୁ ଜୀବନକୁ ସ୍ଥାନାନ୍ତରିତ ହୋଇଛୁ ବୋଲି କେଉଁ ମନୋଭାବ ପ୍ରକାଶ କରେ?
ଆମ୍ଭେମାନେ ମୃତ୍ୟୁରୁ ଜୀବନକୁ ସ୍ଥାନାନ୍ତରିତ ହୋଇଅଛୁ ବୋଲି ଜାଣୁ କାରଣ ଆମ୍ଭେମାନେ ଭାଇମାନଙ୍କୁ ପ୍ରେମ କରୁ।