or_tq/1co/14/25.md

4 lines
574 B
Markdown

# ଯେଉଁମାନେ ଭବିଷ୍ୟବାଣୀ କରନ୍ତି ଯଦି ସେମାନେ ଅବିଶ୍ୱାସୀଙ୍କ ହୃଦୟର ରହସ୍ୟ ପ୍ରକାଶ କରନ୍ତି ତେବେ ସେ ବା ବାହାର ଲୋକ କ’ଣ କରିବ?
ସେ ତାଙ୍କ ମୁହଁ ମାଡ଼ି ପଡ଼ିବ, ଈଶ୍ବରଙ୍କୁ ଉପାସନା କରିବ ଏବଂ ଘୋଷଣା କରିବ ଯେ ଈଶ୍ବର ପ୍ରକୃତରେ ସେମାନଙ୍କ ମଧ୍ୟରେ ଅଛନ୍ତି ।