or_tq/1co/13/11.md

8 lines
719 B
Markdown

# ପାଉଲ କହିଲେ କଣ ସେ କଲେ ଯେତେବେଳେ ସେ ବୟସ ପ୍ରାପ୍ତ ହେଲେ ?
ପାଉଲ କହିଲେ ଯେତେବେଳେ ସେ ବୟସ ପ୍ରାପ୍ତ ହେଲେ, ସେ ଶିଶୁର ବିଷୟସବୁ ପରିତ୍ୟାଗ କଲେ [୧୩:୧୧]|
# କେଉଁ ତିନୋଟି ବିଷୟଗୁଡିକ ରହିବ, ଏବଂ ତିନୋଟି ମଧ୍ୟରୁ କେଉଁଟି ଉତ୍କୃଷ୍ଟତମ ?
ବିଶ୍ୱାସ, ଭରସା, ଏବଂ ପ୍ରେମ ରହିବ | ଏହି ତିନୋଟି ମଧ୍ୟରୁ ପ୍ରେମ ହିଁ ଉତ୍କୃଷ୍ଟତମ [୧୩:୧୩]|