or_tq/rut/01/01.md

8 lines
512 B
Markdown

# ଯିହୁଦୀ ଇତିହାସରେ କେଉଁ ସମୟ ମଧ୍ୟରେ ରୂତଙ୍କ କାହାଣୀ ଘଟିଥିଲା?
ବିଚାରକଗଣ ଶାସନ କରୁଥିବା ଏକ ସମୟରେ ଏହା ଘଟିଥିଲା।
# କାହିଁକି ଏଲିମେଲକ ତାଙ୍କ ପରିବାର ସହିତ ମୋୟାବକୁ ଗଲେ?
ଯିହୁଦା ଦେଶରେ ଦୁର୍ଭିକ୍ଷ ପଡ଼ିଲା ତେଣୁ ସେ ଗଲେ।