or_tq/rom/16/19.md

743 B
Raw Permalink Blame History

ସତ୍ ଓ ଅସତ୍ ବିଷୟ ପ୍ରତି ବିଶ୍ଵାସୀମାନଙ୍କର ମନୋଭାବ କିପରି ହେବାକୁ ପାଉଲ ଚାହାନ୍ତି ?

ବିଶ୍ଵାସୀମାନଙ୍କୁ ସତ୍ ବିଷୟ ପ୍ରତି ଜ୍ଞାନୀ, ଏବଂ ଅସତ୍ ବିଷୟ ପ୍ରତି ଅମାୟିକ ହେବାକୁ ପାଉଲ ଚାହାନ୍ତି [୧୬:୧୯]।

ଶାନ୍ତିଦାତା ଈଶ୍ଵର ଶୀଘ୍ର କ'ଣ କରିବେ ?

ଶାନ୍ତିଦାତା ଈଶ୍ଵର ବିଶ୍ଵାସୀମାନଙ୍କ ପାଦ ତଳେ ଶୀଘ୍ର ଶୟତାନକୁ ଦଳିପକାଇବେ [୧୬:]।