or_tq/rom/15/01.md

684 B
Raw Permalink Blame History

ଯେଉଁମାନଙ୍କ ବିଶ୍ଵାସରେ ସବଳ ଅଟନ୍ତି ସେମାନେ ବିଶ୍ଵାସରେ ଯେଉଁମାନେ ଦୁର୍ବଳ ସେମାନଙ୍କ ପ୍ରତି ବିଶ୍ଵାସୀମାନଙ୍କ କିପରି ମନୋଭାବ ହେବା ଉଚିତ୍ ?

ଯେଉଁମାନଙ୍କ ବିଶ୍ଵାସରେ ସବଳ ସେମାନେ ଯେଉଁମାନଙ୍କ ବିଶ୍ଵାସରେ ଦୁର୍ବଳ ସେମାନଙ୍କୁ ଗଠନ କରିବାକୁ ସେମାନଙ୍କର ଦୁର୍ବଳତାକୁ ସହ୍ୟ କରିବା ଉଚିତ୍ [୧୫:୧-]।