or_tq/rom/13/11.md

4 lines
513 B
Markdown

# ବିଶ୍ଵାସୀମାନେ କେଉଁ ସବୁକୁ ପରିତ୍ୟାଗ କରି, ଏବଂ କେଉଁ ସବୁକୁ ପରିଧାନ କରିବା ଉଚିତ୍ ବୋଲି ପାଉଲ କହନ୍ତି ?
ବିଶ୍ଵାସୀମାନେ ଅନ୍ଧକାରର କର୍ମକୁ ପରିତ୍ୟାଗ କରି, ଏବଂ ଆଲୋକର କବଚ ପରିଧାନ କରିବା ଉଚିତ୍ ବୋଲି ପାଉଲ କହନ୍ତି [୧୩:୧୨]।