or_tq/rom/11/19.md

919 B
Raw Permalink Blame History

କେଉଁ ମନୋଭାବକୁ ବନ୍ୟ ଶାଖାଗୁଡିକୁ ଦୂର କରିବାକୁ ପାଉଲ କହନ୍ତି ?

ପାଉଲ କହନ୍ତି ଯେ ବନ୍ୟ ଶାଖାଗୁଡିକ ପ୍ରକୃତ ଶାଖା ବିରୁଦ୍ଧରେ ଗର୍ବ ନ କରୁ, ଯାହା ଉଚ୍ଛିନ୍ନ ହୋଇଅଛି [୧୧:୧୮-]।

ବନ୍ୟ ଶାଖାଗୁଡିକୁ ପାଉଲ କ'ଣ ସଚେତନ କରାନ୍ତି ?

ପାଉଲ କହନ୍ତି ଓ ସଚେତନ କରାନ୍ତି ଯେ ଯଦି ଈଶ୍ଵର ପ୍ରକୃତ ଶାଖାଗୁଡିକୁ ରକ୍ଷା କଲେ ନାହିଁ, ତେବେ ସେ କି ବନ୍ୟ ଶାଖାଗୁଡିକୁ ଅବିଶ୍ଵାସରେ ପଡିଲେ ସେମାନଙ୍କୁ ରକ୍ଷା କରିବେ [୧୧:-]।