or_tq/rom/10/01.md

12 lines
867 B
Markdown

# ଇସ୍ରାଏଲୀୟ, ତାହାଙ୍କର ଭାଇମାନଙ୍କ ନିମନ୍ତେ ପାଉଲ କ'ଣ ଇଚ୍ଛା କରନ୍ତି ?
ଇସ୍ରାଏଲୀୟମାନଙ୍କ ପରିତ୍ରାଣ ପାଉଲଙ୍କର ଇଚ୍ଛା ଥିଲା [୧୦:୧]।
# ଇସ୍ରାଏଲୀୟମାନେ ସ୍ଥାପନ କରିବାକୁ କ'ଣ ଖୋଜୁଅଛନ୍ତି ?
ଇସ୍ରାଏଲୀୟମାନେ ସେମାନଙ୍କର ଧାର୍ମିକତାକୁ ସ୍ଥାପନ କରିବାକୁ ଖୋଜୁଅଛନ୍ତି [୧୦:୩]।
# ଇସ୍ରାଏଲୀୟମାନେ କ'ଣ ଜାଣି ନାହାନ୍ତି ?
ଇସ୍ରାଏଲୀୟମାନେ ଈଶ୍ଵରଙ୍କ ଧାର୍ମିକତା ଜାଣନ୍ତି ନାହିଁ [୧୦:୩]।