or_tq/rom/07/17.md

734 B
Raw Permalink Blame History

ପାଉଲ ଯାହା କରନ୍ତି ତାହା କିଏ କରୁଅଛି, ଯାହା ସେ କରିବାକୁ ଇଚ୍ଛା କରନ୍ତି ନାହିଁ ?

ଯାହା ପାଉଲ ଇଚ୍ଛା କରନ୍ତି ନାହିଁ ତାହା ସେ କରନ୍ତି, ତେବେ ସେ ଆଉ ନିଜେ କରନ୍ତି ନାହିଁ, ମାତ୍ର ତାହାଙ୍କଠାରେ ବାସ କରୁଥିବା ପାପ ତାହା କରେ [୭:୧୭,]।

ପାଉଲଙ୍କ ଶରୀରରେ କ'ଣ ବାସ କରେ ?

ପାଉଲଙ୍କ ଶରୀରରେ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ [୭:୧୮]।