or_tq/rom/07/02.md

793 B
Raw Permalink Blame History

କେତେ ସମୟ ପର୍ଯ୍ୟନ୍ତ ଜଣେ ବିବାହିତା ସ୍ତ୍ରୀ ବିବାହ ବନ୍ଧନରେ ଆବଦ୍ଧ ରହିଥାଏ ?

ତାହାର ସ୍ଵାମୀର ମୃତ୍ୟୁ ପର୍ଯ୍ୟନ୍ତ ଜଣେ ବିବାହିତା ସ୍ତ୍ରୀ ବିବାହ ବନ୍ଧନରେ ଆବଦ୍ଧ ରହିଥାଏ [୭:]।

ବିବାହ ବନ୍ଧନରୁ ମୁକ୍ତ ହେଲା ପରେ ଜଣେ ବିବାହିତା ସ୍ତ୍ରୀ କ'ଣ କରିପାରେ ?

ବିବାହ ବନ୍ଧନରୁ ମୁକ୍ତ ହେଲା ପରେ ଜଣେ ବିବାହିତ ସ୍ତ୍ରୀ ଅନ୍ୟ ପୁରୁଷକୁ ବିବାହ କରିପାରେ [୭:୩]।