or_tq/rom/06/22.md

603 B
Raw Permalink Blame History

ଈଶ୍ଵରଙ୍କ ଦାସମାନଙ୍କର ଫଳ କେଉଁ ଉଦ୍ଦେଶ୍ୟ ନିମନ୍ତେ ଅଟେ ?

ଈଶ୍ଵରଙ୍କ ଦାସମାନଙ୍କ ଫଳ ପବିତ୍ରୀକରଣ ନିମନ୍ତେ ଅଟେ [୬:]।

ପାପର ବେତନ କ'ଣ ଅଟେ ?

ପାପର ବେତନ ମୃତ୍ୟୁ ଅଟେ [୬:୨୩]।

ଈଶ୍ଵରଙ୍କ ଅନୁଗ୍ରହର ଦାନ କ'ଣ ଅଟେ ?

ଈଶ୍ଵରଙ୍କ ଅନୁଗ୍ରହର ଦାନ ଅନନ୍ତ ଜୀବନ ଅଟେ [୬:୨୩]।