or_tq/rom/05/20.md

428 B
Raw Permalink Blame History

ବ୍ୟବସ୍ଥା କାହିଁକି ତା ସହିତ ଆସିଲା ?

ବ୍ୟବସ୍ଥା ପ୍ରବେଶ କଲା ଯେପରି ଅପରାଧ ଅଧିକ ହୁଏ [୫:]।

ଅପରାଧଠାରୁ କ'ଣ ଅଧିକ ହେଲା ?

ଅପରାଧଠାରୁ ଈଶ୍ଵରଙ୍କ ଅନୁଗ୍ରହ ଆହୁରି ଅତି ଅଧିକ ହେଲା [୫:]।