or_tq/rom/04/20.md

451 B
Raw Permalink Blame History

ଶାରୀରିକ ଭାବରେ ଦୁର୍ବଳ ଥିଲେ ସୁଦ୍ଧା ଅବ୍ରହାମ ଈଶ୍ଵରଙ୍କ ପ୍ରତିଜ୍ଞାକୁ କିପରି ଉତ୍ତର ଦେଲେ ?

ଅବ୍ରହାମ ଦୃଢଭାବରେ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଓ ଅବିଶ୍ଵାସରେ ପଛଘୁଞ୍ଚା ହେଲେ ନାହିଁ [୪:୧୮, ]।