or_tq/rom/04/16.md

8 lines
751 B
Markdown

# କେଉଁ କାରଣରୁ ବିଶ୍ଵାସ ଦ୍ଵାରା ପ୍ରତିଜ୍ଞା ଦିଆଯାଇଅଛି ?
ବିଶ୍ଵାସ ଦ୍ଵାରା ପ୍ରତିଜ୍ଞା ଦିଆଯାଇଅଛି ଯଦ୍ୱାରା ଏହା ଅନୁଗ୍ରହ ଦ୍ଵାରା, ଏବଂ ଏହା ସୁନିଶ୍ଚିତ [୪:୧୬]।
# କେଉଁ ଦୁଇ ବସ୍ତୁ ଈଶ୍ଵର କରନ୍ତି ବୋଲି ପାଉଲ କହନ୍ତି ?
ଈଶ୍ଵର ମୃତ୍ୟୁମାନଙ୍କୁ ସଜୀବ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି ବୋଲି ପାଉଲ କହନ୍ତି [୪:୧୭]।