or_tq/rom/04/01.md

769 B
Raw Permalink Blame History

ଅବ୍ରହାମଙ୍କର ଗର୍ବ କରିବାର କେଉଁ କାରଣ ଅଛି ?

ଅବ୍ରାହମ ଯଦି କ୍ରିୟାକର୍ମ ଦ୍ଵାରା ଧାର୍ମିକ ଗଣିତ ହେଲେ ତେବେ ତାହାଙ୍କର ଗର୍ବର କାରଣ ଅଛି [୪:]।

ଅବ୍ରହାମ କିପରି ଧାର୍ମିକ ଗଣିତ ହୋଇଥିଲେ ଏହି ବିଷୟରେ ଶାସ୍ତ୍ର କ'ଣ କୁହେ ?

ଶାସ୍ତ୍ର କହେ ଯେ ଅବ୍ରହାମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା [୪:୩]।