or_tq/rom/03/21.md

1.0 KiB
Raw Permalink Blame History

ବ୍ୟବସ୍ଥା ବ୍ୟତୀତ ବର୍ତ୍ତମାନ କେଉଁ ଅଧାର୍ମିକ ସାକ୍ଷ୍ୟ ଦ୍ଵାରା ଜଣାଇଦିଆଯାଇଅଛି ?

ବ୍ୟବସ୍ଥା ବ୍ୟତୀତ ଈଶ୍ଵରଙ୍କ ଧାର୍ମିକତା ପ୍ରକାଶିତ ହୋଇଅଛି ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦେଉଅଛି [୩:୨୧]।

କେଉଁ ଧାର୍ମିକତା ବ୍ୟବସ୍ଥା ବ୍ୟତୀତ ବର୍ତ୍ତମାନ ଜଣାଇ ଦିଆଯାଇଅଛି ?

ଈଶ୍ଵରଙ୍କ ଯେଉଁ ଧାର୍ମିକତା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ଦ୍ଵାରା ସମସ୍ତଙ୍କ ପ୍ରତି ଘଟେ, ବର୍ତ୍ତମାନ ଏହିପରି ଭାବରେ ଜଣାଇ ଦିଆଯାଇଅଛି [୩:]।