or_tq/rom/02/28.md

584 B
Raw Permalink Blame History

କିଏ ଜଣେ ସତ୍ୟ ଯିହୁଦୀ ଅଟନ୍ତି ବୋଲି ପାଉଲ କହନ୍ତି ?

ହୃଦୟର ସୁନ୍ନତା ସହିତ, ଯେ ଅନ୍ତରରେ ଯିହୁଦୀ ଅଟେ ସେ ଜଣେ ସତ୍ୟ ଯିହୁଦୀ ବୋଲି ପାଉଲ କହନ୍ତି [:୨୮-୨୯]।

ଜଣେ ସତ୍ୟ ଯିହୁଦୀ କାହାଠାରୁ ପ୍ରଶଂସା ପାଏ ?

ଜଣେ ସତ୍ୟ ଯିହୁଦୀ ଈଶ୍ଵରଙ୍କଠାରୁ ପ୍ରଶଂସା ପାଏ [:୨୯]।