or_tq/rom/02/25.md

973 B
Raw Permalink Blame History

ଜଣେ ଯିହୁଦୀ ବ୍ୟକ୍ତିର ସୁନ୍ନତ କିପରି ଅସୁନ୍ନତ ହୁଏ ବୋଲି ପାଉଲ କହନ୍ତି ?

ଯଦି ସେହି ବ୍ୟକ୍ତି ବ୍ୟବସ୍ଥାର ଉଲଂଘନକାରୀ ତେବେ ଜଣେ ଯିହୁଦୀ ବ୍ୟକ୍ତିର ସୁନ୍ନତ ଅସୁନ୍ନତ ହୁଏ ବୋଲି ପାଉଲ କହନ୍ତି [:୨୫]।

ଜଣେ ବିଜାତି ବ୍ୟକ୍ତିର ଅସୁନ୍ନତା କିପରି ସୁନ୍ନତା ହୋଇପାରେ ବୋଲି ପାଉଲ କହନ୍ତି ?

ଯଦି ସେହି ବ୍ୟକ୍ତି ବ୍ୟବସ୍ଥାର ବିଧି ବିଧାନକୁ ପାଳନ କରେ ତେବେ ଜଣେ ବିଜାତି ବ୍ୟକ୍ତିର ଅସୁନ୍ନତା ସୁନ୍ନତା ହୋଇପାରେ ବୋଲି ପାଉଲ କହନ୍ତି [:୨୬]।