or_tq/rom/02/21.md

495 B
Raw Permalink Blame History

ଯିହୁଦୀମାନଙ୍କର ବ୍ୟବସ୍ଥା ଶିକ୍ଷକମାନଙ୍କୁ କେଉଁ ସବୁ ପାପ ବନ୍ଦ କରିବାକୁ ପାଉଲ ଉଲ୍ଲେଖ କରିଅଛନ୍ତି ?

ଚୋରି କରିବାର ପାପ, ବ୍ୟଭିଚାର କରିବାର ପାପ, ମନ୍ଦିରକୁ ଲୁଣ୍ଠନ କରିବାର ପାପ ସବୁ ପାଉଲ ଉଲ୍ଲେଖ କରନ୍ତି [:୨୧-]।