or_tq/rom/02/17.md

628 B
Raw Permalink Blame History

ଯେଉଁ ଯିହୁଦୀମାନେ ବ୍ୟବସ୍ଥାରେ ନିର୍ଭର କରନ୍ତି ଓ ବ୍ୟବସ୍ଥାନୁସାରେ ଶିକ୍ଷା ଦିଅନ୍ତି, ପାଉଲ ସେମାନଙ୍କୁ କେଉଁ ଆହ୍ୱାନ ଦେଇଅଛନ୍ତି ?

ପାଉଲ ସେମାନଙ୍କୁ କହନ୍ତି ଯେ ସେମାନେ ଅନ୍ୟମାନଙ୍କୁ ବ୍ୟବସ୍ଥା ଶିଖାନ୍ତି, ସେମାନେ ମଧ୍ୟ ନିଜକୁ ନିଜେ ବ୍ୟବସ୍ଥା ଶିଖାଇବା ଉଚିତ୍ [:୧୭-୨୧]।