or_tq/rom/02/05.md

874 B
Raw Permalink Blame History

ଯେଉଁମାନେଙ୍କ କଠିନ ଓ ଅପରିବର୍ତ୍ତିତ ହୃଦୟ ସେମାନେ ନିଜକୁ ନିଜେ ଈଶ୍ଵରଙ୍କ ପାଇଁ କ'ଣ କରୁଅଛନ୍ତି ?

ଯେଉଁମାନେଙ୍କ କଠିନ ଓ ଅପରିବର୍ତ୍ତିତ ହୃଦୟ ସେମାନେ ଈଶ୍ଵରଙ୍କ କ୍ରୋଧର ଦିନ ନିମନ୍ତେ ଆପଣା ଆପଣା ପାଇଁ କ୍ରୋଧ ସଂଚୟ କରୁଅଛନ୍ତି [:୫]।

ଯେଉଁମାନେଙ୍କ ଅବିରୋଧ ହୋଇ ଉତ୍ତମ କର୍ମ କରିଅଛନ୍ତି ସେମାନେ କ'ଣ ପାଇବେ ?

ଯେଉଁମାନେଙ୍କ ଉତ୍ତମ କର୍ମ କରିଅଛନ୍ତି ସେମାନେ ଅନନ୍ତ ଜୀବନ ପାଇବେ [:୭]।