or_tq/rev/22/18.md

899 B
Raw Permalink Blame History

ଯେକେହି ଏହି ପୁସ୍ତକର ଭାବବାଣୀ ସଙ୍ଗେ କିଛି ଯୋଗ କରେ ତାହା ପ୍ରତି କ'ଣ ଘଟିବ ?

ଯେକେହି ଏହି ପୁସ୍ତକର ଭାବବାଣୀ ସଙ୍ଗେ କିଛି ଯୋଗ କରେ ସେ ଏହି ପୁସ୍ତକରେ ଲେଖା ହୋଇଥିବା କ୍ଲେଶଗୁଡିକ ତାହା ପ୍ରତି ଘଟିବ । [:୧୮]

ଯେକେହି ଏହି ପୁସ୍ତକର ଭାବବାଣୀର କୌଣସି ବାକ୍ୟକୁ ଲୋପ କରେ ତାହା ପ୍ରତି କ'ଣ ଘଟିବ ?

ଯେକେହି ଏହି ପୁସ୍ତକର ଭାବବାଣୀ ର କୌଣସି ବାକ୍ୟକୁ ଲୋପ କରେ ଜୀବନ ବୃକ୍ଷରେ ତାହାର ଅଂଶ ଲୋପ ହେବ । [:୧୯]