or_tq/rev/22/14.md

577 B
Raw Permalink Blame History

ଜୀବନ ବୃକ୍ଷର ଅଧିକାରୀ ହେବାକୁ ଏବଂ ସେଥିରୁ ଖାଇବାକୁ ଯେଉଁମାନେ ଇଚ୍ଛା କରନ୍ତି ସେମାନଙ୍କୁ କ'ଣ କରିବା ଉଚିତ୍ ?

ଯେଉଁମାନେ ଜୀବନ ବୃକ୍ଷର ଅଧିକାରୀ ହୋଇ ଏବଂ ସେଥିରୁ ଖାଇବାକୁ ଇଚ୍ଛା କରନ୍ତି ସେମାନେ ସେମାନଙ୍କର ବସ୍ତ୍ରକୁ ଧୌତ କରିବାକୁ ଆବଶ୍ୟକ । [:୧୪]