or_tq/rev/22/03.md

588 B
Raw Permalink Blame History

ସେହି ନଗରୀଠାରେ କ'ଣ ସବୁ ଆଉ ରହିବ ନାହିଁ ?

ସେହି ନଗରୀଠାରେ କୌଣସି ଅଭିଶାପ ରହିବ ନାହିଁ, ଏବଂ ସେଠାରେ କୌଣସି ରାତ୍ରି ରହିବ ନାହିଁ । [:୩,୫]

କେଉଁଠାରେ ଈଶ୍ଵରଙ୍କ, ଏବଂ ମେଷଶାବକଙ୍କ ସିଂହାସନ ରହିବ ?

ଈଶ୍ଵରଙ୍କ ଏବଂ ମେଷଶାବକଙ୍କ ସିଂହାସନ ନଗରୀରେ ରହିବ । [:୩]