or_tq/rev/21/01.md

886 B
Raw Permalink Blame History

ପ୍ରଥମ ଆକାଶମଣ୍ଡଳ ଏବଂ ପୃଥିବୀକୁ କ'ଣ କରାଯାଇଥିବା ଯୋହନ ଦେଖିଲେ ?

ପ୍ରଥମ ଆକାଶମଣ୍ଡଳ ଏବଂ ପୃଥିବୀ ଲୋପ ପାଇଥିବା ଯୋହନ ଦେଖିଲେ । [୨୧:୧]

ପ୍ରଥମ ଆକାଶମଣ୍ଡଳ ଏବଂ ପୃଥିବୀର ସ୍ଥାନରେ କ'ଣ ରଖା ଯାଇଥିଲା ?

ପ୍ରଥମ ଆକାଶମଣ୍ଡଳ ଏବଂ ପୃଥିବୀର ସ୍ଥାନରେ ଏକ ନୂତନ ଆକାଶମଣ୍ଡଳ ଏବଂ ପୃଥିବୀକୁ ରଖାଗଲା । [୨୧:୧]

ସ୍ଵର୍ଗରୁ କ'ଣ ଅବତରଣ ହେଲା ?

ସ୍ଵର୍ଗରୁ ପବିତ୍ର ନଗରୀ, ନୂତନ ଯିରୂଶାଲମ ଅବତରଣ ହେଲା । [୨୧:]