or_tq/rev/20/14.md

600 B
Raw Permalink Blame History

ଦ୍ଵିତୀୟ ମୃତ କ'ଣ ଅଟେ ?

ଦ୍ଵିତୀୟ ମୃତ ଅଗ୍ନିର ହ୍ରଦ ଅଟେ । [:୧୪]

ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ଯାଇ ନ ଥିଲା ସେମାନଙ୍କ ପ୍ରତି କ'ଣ ଘଟିଲା ?

ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ଯିବାର ମିଳିଲା ନାହିଁ ସେମାନଙ୍କୁ ଅଗ୍ନିମୟ ହ୍ରଦରେ ପକାଗଲା । [:୧୫]