or_tq/rev/20/05.md

837 B
Raw Permalink Blame History

ଅବଶିଷ୍ଟ ମୃତ ଲୋକମାନେ କେବେ ଜୀବିତ ହେଲେ ?

ଯେତେବେଳେ ଏକ ସହସ୍ର ବର୍ଷର ସମାପ୍ତି ହେଲା ସେତେବେଳେ ଅବଶିଷ୍ଟ ମୃତ ଲୋକମାନେ ଜୀବିତ ହେଲେ । [:୫]

ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେଲେ ସେମାନେ କ'ଣ କଲେ ?

ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେଲେ ସେମାନେ ଈଶ୍ଵରଙ୍କ ଏବଂ ଯୀଶୁଙ୍କ ଯାଜକ ହେଲେ ଏବଂ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ଵ କଲେ । [:୬]